Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଗଣଦୁଷ୍କର୍ମର ଶିକାର ହେଲେ ମହିଳା ଗଣଦୁଷ୍କର୍ମର ଶିକାର ହେଲେ ମହିଳା Manas Kumar Rout | January 9, 2021 | Spread the love ମୟୁରଭଞ୍ଜ, 09/01.(ସନ୍ଧାନ ନ୍ୟୁଜ) ଗଣଦୁଷ୍କର୍ମର ଶିକାର ହେଲେ ମହିଳା। ଏପରି ଲଜ୍ଜାଜନକ ଘଟଣାଘଟିଛି ବାରିପଦା ଟାଉନଥାନା ଅଧୀନରେ। ମିଳୁଥିବା ସୂଚନା ଅନୁଯାୟୀ ମହିଳା ଜଣକ ବାରିପଦା ସଦରଥାନା ଅଂଚଳର। ସେ ପ୍ରତେକ ଦିନ କାମ କରିବା ପାଇଁ ବାରିପଦା ଆସିଥାନ୍ତି । ତେବେ ଗତକାଲି ଚାରିଜଣ ଦୁର୍ବୁର୍ତ୍ତ ଏକ ଟାଟାଏସି ଗାଡ଼ିରେ ମହିଳାଙ୍କୁ ନେଇ ଦୁଷ୍କର୍ମ କରିଥିଲେ। ତେବେ ଗଣଦୁଷ୍କର୍ମର ଶିକାର ହୋଇ ପିଡିତା ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନଥାନା ପୋଲିସ 04 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏନେଇ ଥାନାରେ 28/21 ନଂରେ ଏକ ମାମଲା ରଜ୍ଜୁ କରାଯାଇ ତଦନ୍ତ ଜାରୀରହିଛି। Related Posts ସିବିଆଇ ଜାଲରେ ଫସିଲେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ; ଗୋଟିଏ ଦିନରେ ପ୍ରଦାନ କରିଥିଲେ ୧୩ଟି ଖଣିର ଲିଜ୍ January 7, 2019 | Sandhan News | ଅଧିକ ପଢନ୍ତୁ ଖଇରା ବ୍ଲକରେ ଟପ୍ପର ହେଲେ ଛାତ୍ରୀ ମୌସମୀ ବେହେରା May 22, 2019 | Manas Kumar Rout | ଅଧିକ ପଢନ୍ତୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ April 1, 2019 | Manas Kumar Rout | ଅଧିକ ପଢନ୍ତୁ କେନ୍ଦ୍ରସରକାରଙ୍କ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡ଼ି ଗର୍ଜି ଉଠିଲା November 22, 2021 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସିବିଆଇ ଜାଲରେ ଫସିଲେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ; ଗୋଟିଏ ଦିନରେ ପ୍ରଦାନ କରିଥିଲେ ୧୩ଟି ଖଣିର ଲିଜ୍ January 7, 2019 | Sandhan News | ଅଧିକ ପଢନ୍ତୁ
କେନ୍ଦ୍ରସରକାରଙ୍କ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡ଼ି ଗର୍ଜି ଉଠିଲା November 22, 2021 | Sandhan News | ଅଧିକ ପଢନ୍ତୁ