କୁସୁନପୁର ଗ୍ରାମରେ ସପ୍ତସତୀ ଚଣ୍ତି ମହାଯଜ୍ଞ

Spread the love

ଧର୍ମଶାଳା ୫/୪ (ସନ୍ଧାନ ନିୟୁଜ/ସନ୍ତୋଷ ରାଉତ) ଧର୍ମଶାଳା ବ୍ଲକ ଚକ୍ରଧରପୁର ପଞ୍ଚାୟତ କୁସୁନପୁର ଗ୍ରାମରେ ସପ୍ତସତୀ ଚଣ୍ତି ମହାଯଜ୍ଞ । ଆସନ୍ତା ୯ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପି ଅନୁଷ୍ଠିତ ହେବ । ଏହି ଅବସରରେ ୯ ତାରିଖ ରେ ଅଙ୍କୁର ରୋପଣ ଓ ଶୁଭଧିବାସ, ୧୦ ତାରିଖରେ କଳସ ଯାତ୍ରା , ଯଜ୍ଞ ଆରମ୍ଭ, ସୂର୍ଯ୍ୟପୂଜା,ଗୋପୂଜା,ଅଗ୍ନିସ୍ଥାପନ,ଚଣ୍ତିପାଠ । ୧୧ ତାରିଖ ସୂର୍ଯ୍ୟପୂଜା,ଗୋପୂଜା,ଚଣ୍ତିଯଜ୍ଞ ଓ ପୂର୍ଣ୍ଣାହୂତି ହେବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ରହିଛି ।

କାଯ୍ୟକ୍ରମକୁ ନରେନ୍ଦ୍ର ନାୟକ ,କିତ୍ତନ ନାୟକ,ପ୍ରଦୀପ ନାୟକ,କୈଳାସ ସାହୁ,ନନ୍ଦ ସାମଲ ଙ୍କ ସହ ଗ୍ରାମ ବାସି ସମସ୍ତେ ସହଯୋଗ କରୁଛନ୍ତି ।

Related Posts

About The Author

Add Comment