ଧର୍ମଗଡ, 23.01.2021 ( ସନ୍ଧାନ ନିଉଜ୍): ନିଜ ଦେହରେ କିରୋସିନି ଢାଳି ହୋଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ଗାଁରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗଣେଶପୁର ଗାଁରେ ୨୩ ବର୍ଷ ବୟସ୍କ ଯୁବତୀ ରୋହିଣୀ ଭୁଏ ନିଜ ଦେହରେ କିରୋସିନି ଢାଳି ଦିଆସିଲି ମାରି ହୋଇଥିବା ବେଳେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଏମିତି ଘଟଣା ଘଟିଛି ତାହା ଜଣାପଡିନାହିଁ ।
ତାଜା ଖବର
- ଯୁଗି ଯୁଗେନ ସଂଗ୍ରାମ ସମିତି ପକ୍ଷରୁ ବାଲି ଶଙ୍କରା ବ୍ଲକରେ ଏକ ସାଧାରଣ ସଭା ଅନୁଷ୍ଠିତ
- ଗ୍ରୀଷ୍ମ ଯାଇ ବର୍ଷା ଆସିଲା, ଚାଷୀ ଙ୍କ ମନ ରେ ଖୁସି ର ଲହରି ଖେଳିଲା
- ନୂତନ ଶିକ୍ଷା ବିବ୍ୟବସ୍ତ ରେ ବରଗଡ଼ ବିଜେଡି ର ନିଆରା ପ୍ରତିବାଦ *
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଟ୍ରଲର ଉପରକୁ ଗୁଳିମାଡ,ଦୁଇଜଣ ଗିରଫ ହୋଇଥିବା ବେଳେ ବନ୍ଧୁକ ସହ ବାଇକ୍ ଜବତ
- ଦୁଇଟି କୋଇଲା ବୋଝେଇ ଟ୍ରଲର ମୁହାମୁହି ଧକ୍କା, ଜଣେ ଚାଳକ ଗୁରୁତର ଥିବାବେଳେ ଅନ୍ୟ ଜଣେ ଫେରାର
- *ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ ।
- ଚୁକ୍ତି ଭିତ୍ତିକ ଅଧ୍ୟାପକ ମାନଙ୍କ ଦରମା ଓ କଲେଜ ମାନଙ୍କ ସମସ୍ୟା କୁ କିପରି ଦୁର କରିବେ ଅଧକ୍ଷ ମାନେ
- ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ
- ବାଲିଶଙ୍କରା ସେଣ୍ଟ୍ରାଲ ବ୍ୟାଙ୍କ ରୁ ଜଣେ ଟଙ୍କା ବାହାର କରି ହୋଟେଲ ପାଖରେ ଠିଆ ଥିଲା ବେଳେ ଟଙ୍କା ଲୁଟ



