Homeଜିଲ୍ଲା ପରିକ୍ରମାକଟକକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ Manas Kumar Rout | May 5, 2019 | Spread the love ଭୁବନେଶ୍ୱର,୫/୫ (ସନ୍ଧାନ ନିୟୁଜ) ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା ଏବଂ ଫନି ତାଣ୍ଡବ ରଚିଥିବା ଅଞ୍ଚଳକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନିଜ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। Related Posts ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିଲେ ୧୦ଗୁଣା ଅଧିକ ଜରିମନା ! January 29, 2021 | 2005lindadavis1989 | ଅଧିକ ପଢନ୍ତୁ ଉକôଳ ପ୍ରସଙ୍ଗ ଓ ଓଡିଶା ରିଭୁ୍ୟ ପତ୍ରିକା ଉପଲବ୍ଧ July 28, 2021 | Sandhan News | ଅଧିକ ପଢନ୍ତୁ ବରୀରେ ଯୁବକଙ୍କ ମୃତ ଦେହ ଉଦ୍ଧାର September 13, 2021 | Sandhan News | ଅଧିକ ପଢନ୍ତୁ ପାକିସ୍ତାନ ବିଶ୍ୱ ପାଇଁ ବିପଦ, ତାକୁ ନକ୍ସାରୁ ହଟେଇ ଦିଆଯାଉ: ଶିବସେନା February 27, 2019 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିଲେ ୧୦ଗୁଣା ଅଧିକ ଜରିମନା ! January 29, 2021 | 2005lindadavis1989 | ଅଧିକ ପଢନ୍ତୁ
ପାକିସ୍ତାନ ବିଶ୍ୱ ପାଇଁ ବିପଦ, ତାକୁ ନକ୍ସାରୁ ହଟେଇ ଦିଆଯାଉ: ଶିବସେନା February 27, 2019 | Sandhan News | ଅଧିକ ପଢନ୍ତୁ