Homeଆପଣଙ୍କ ରିପୋର୍ଟକଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ Sandhan News | November 8, 2020 | Spread the love ନୂଆ ଦିଲ୍ଲୀ, ୦୮/୧୧/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ ଲାଭଦାୟକ ଅଟେ। Related Posts ଏନକାଉଣ୍ଟରରେ ୪ ମାଓବାଦୀ ନିହତ September 9, 2020 | Biswajit Parida | ଅଧିକ ପଢନ୍ତୁ ବିଜେପିର ଘୋଷଣା: ସୁଶୀଲ କୁମାର ମୋଦୀ ହେବେ ବିହାରରୁ ରାଜ୍ୟସଭା ପ୍ରାର୍ଥୀ November 28, 2020 | Manas Kumar Rout | ଅଧିକ ପଢନ୍ତୁ ଅଗ୍ନିକାଣ୍ଡ ରେ ଜଳିଗଲା ଲକ୍ଷାଧିକ ଟଙ୍କାର ଚୂନ June 4, 2019 | Manas Kumar Rout | ଅଧିକ ପଢନ୍ତୁ ଚାନ୍ଦବାଲିରରେ ସ୍ୱାଧୀନତା ଦିବସ ପାଳିତ August 15, 2020 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ବିଜେପିର ଘୋଷଣା: ସୁଶୀଲ କୁମାର ମୋଦୀ ହେବେ ବିହାରରୁ ରାଜ୍ୟସଭା ପ୍ରାର୍ଥୀ November 28, 2020 | Manas Kumar Rout | ଅଧିକ ପଢନ୍ତୁ