Homeଆପଣଙ୍କ ରିପୋର୍ଟକଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି ବିମୁଦ୍ରୀକରଣ Sandhan News | November 8, 2020 | Spread the love ନୂଆ ଦିଲ୍ଲୀ, ୦୮/୧୧/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ ଲାଭଦାୟକ ଅଟେ। Related Posts ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି March 14, 2024 | Hemanta Bhainsa | ଅଧିକ ପଢନ୍ତୁ ସୂବର୍ଣ୍ଣରେଖା କେନାଲରେ ଘାଇ: ୮ଟି ଗ୍ରାମର ହଜାର ହଜାର ଏକର ଏକ ଜଳମଗ୍ନ; ଫସଲ ଉଜୁଡିଲା July 31, 2020 | Manas Kumar Rout | ଅଧିକ ପଢନ୍ତୁ ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ନିର୍ଦେଶ August 22, 2018 | Manas Kumar Rout | ଅଧିକ ପଢନ୍ତୁ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗ ମୃତ December 16, 2019 | Manas Kumar Rout | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ସୂବର୍ଣ୍ଣରେଖା କେନାଲରେ ଘାଇ: ୮ଟି ଗ୍ରାମର ହଜାର ହଜାର ଏକର ଏକ ଜଳମଗ୍ନ; ଫସଲ ଉଜୁଡିଲା July 31, 2020 | Manas Kumar Rout | ଅଧିକ ପଢନ୍ତୁ