କରୋନାଭାଇରସ ସତର୍କତା : ଜାରିହେଲା ଟ୍ରୋଲ୍‌ ଫ୍ରି ନମ୍ବର

Spread the love
ଭୁବନେଶ୍ୱର,୨୭/୧/୨୦ (ସନ୍ଧାନ ନିଉଜ)  : ଚୀନରୁ ବ୍ୟାପିଥିବା ‘କରୋନା ଭାଇରସ’ ପାଇଁ ଓଡ଼ିଶା ସରକାର ସତର୍କତା ଅବଲମ୍ବନ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ଗୁଡ଼ିକ ହେଲା ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭। କରୋନା ଭାଇରସ ସଂକ୍ରମଣ ଜନିତ ସୂଚନା ପାଇଲେ ଯୋଗାଯୋଗ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଥିବା ବେଳେ ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଅଧିକାରୀମାନେ ଆବଶ୍ୟକ ସହଯୋଗ କରିବେ ବୋଲି କୁହାଯାଇଛି।

Related Posts

About The Author

Add Comment