ଯାଜପୁର ସଦର, : ୫/୬/୨୬ (ସନ୍ଧାନ ନ୍ୟୁଜ ) ଓଡ଼ିଶାର ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରାଦ ଥାନା ବିଡ଼ିଓ କନ୍ଫୋରେନ୍ସ ମାଧ୍ୟମରେ ଶୁଭ ଉଦ୍ଘାଟନ ହୋଇଯାଇଛି |ଯାଜପୁର ଜିଲ୍ଲାର ସୁପର ଟେଣ୍ଡେଣ୍ଡେ ଅଫ ପୋଲିସ ଏସ.ପ୍ରତାପ ସିମ୍ପଲ ଯୋଗ ଦେଇ ନୂତନ ଗୃହ ଉଦ୍ଘାତିତ ହୋଇଯାଇଛି |ଯାଜପୁର ଜିଲ୍ଲାର S D P O, ଅନ୍ୟାନ୍ୟ ଭାରପ୍ରାପ୍ତ ଅଧିକରୀ ନୂତନ ଗୃହ ଉଦ୍ଘାଟନ ଉତ୍ସବରେ ଯୋଗ ଦେଇଥିଲେ |ବ୍ରହ୍ମବରଦା ଥାନା ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ସମସ୍ତ ଗଣ ପ୍ରତିନିଧି,ଜନସାଧାରଣ ଏବଂ ସ୍ଥାନୀୟ ନେତୃ ବୃନ୍ଦ ଯୋଗ ଦାନ କରି ନୂତନ ଗୃହ ଉଦ୍ଘାଟନ ସହିତ କୋରାପୁର ଠାରେ ଆରମୋରୀ, ପୁରୀ ରିଜର୍ଭ ଅଫିସ, କଟକ ତୁଳସୀପୁର, ପୁରୀ ତାଳ ବଣିଆ, କଟକ ସିକ୍ସ ବାଟାଲିୟଆନ, ବାଲୁଗାଁର SDPO ଅଫିସ,ଭୁବନେଶ୍ୱରର ଲଷ୍ମୀସାଗର
ଉଦ୍ଘାଟନ ହେଲା ବ୍ରହ୍ମବରଦା ଥାନା
|
June 5, 2026 |



