Homeଓଡିଶାଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ଫଳ Manas Kumar Rout | June 9, 2018 | Spread the love ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ପୁସ୍ତିକା ଉନ୍ମୋଚନ କରିବା ପରେ ଛାତ୍ରଛାତ୍ରୀମାନେ www.chseodisha.nic.inଓ www.orissaresults.nic.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। Sandhan news Related Posts ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ ୧୪୨ ଜଣଯାତ୍ରୀଥିଲେ May 4, 2019 | Manas Kumar Rout | ଅଧିକ ପଢନ୍ତୁ ବଡଚଣାରେ ମାଗଣା ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର February 3, 2019 | Manas Kumar Rout | ଅଧିକ ପଢନ୍ତୁ ଜଟଣୀ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ବିରୋଧ, ଶହଶହ କର୍ମୀ ଦଳ ଛାଡି କଂଗ୍ରେସରେ ମିଶିଲେ April 7, 2019 | Manas Kumar Rout | ଅଧିକ ପଢନ୍ତୁ ଯଶ ରଖିବୁ February 3, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଜଟଣୀ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ବିରୋଧ, ଶହଶହ କର୍ମୀ ଦଳ ଛାଡି କଂଗ୍ରେସରେ ମିଶିଲେ April 7, 2019 | Manas Kumar Rout | ଅଧିକ ପଢନ୍ତୁ