ଯାଜପୁର ,୨୦/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ଗ୍ରାମର ବୃଦ୍ଧ ଶଶିଭୂଷଣ ଦାସଙ୍କର ଆଜି ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଜଣ ପଡ଼ିଛି | ଆଜି ସେ ନିକଟସ୍ଥ ପାହାଡକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ବେଳେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ | ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି |

Related Posts
About The Author
Add Comment