୨୬/୦୨/୨୦୨୧(ସନ୍ଧାନ ନିଉଜ/ରୋଶନ ପଟେଲ)- ଆଜି ଦ୍ରବ୍ୟ ଓ  ସେବାକର ସରଳୀକରଣ ଦାବି ରେ ଭାରତ ବ୍ୟାପାର ବନ୍ଦ କରାଯାଇ ଥିଲା I ସୁନ୍ଦରଗଡ ଜିଲ୍ଲା ରେ “ସୁନ୍ଦରଗଡ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ” ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଥିଲା Archive