ଭୁବନେଶ୍ୱର ୨୧/୦୫ (ସନ୍ଧାନ ନିଉଜ) ରାଜ୍ୟରୁ ଆସିଛି ପୁଣି ଭଲ ଖବର। ପୁଣି ସୁସ୍ଥ ହୋଇଛନ୍ତି ୫୦ ଜଣ। ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତେବେ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୨ ଜଣ ଗଞ୍ଜାମରୁ Archive