Breaking: ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ଗୁରୁତର

Spread the love
ପିପିଲି, ୧୧/୮ (ସନ୍ଧାନ ନିଉଜ) ପିପିଲି ବ୍ଲକ ଲଷ୍ମୀନାରାୟଣପୁର ପଞ୍ଚାୟତର ପଣ୍ଡାସାହି ରେ ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ଗୁରୁତର ! ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ବୋଲି ସୂଚନା ମିଳିଥିବା ବେଳେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି !ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ଆକ୍ରମଣ କରିଥିବା ସାନ ଭାଇ ଏକ ବନ୍ଦ ଘର ଭିତରେ ନିଜ ମାକୁ ରଖି ରହିଛି ! ଯଦି କେହି ଘର ଖୋଲିବା ପାଇଁ ଉଦ୍ୟମ କରନ୍ତି ତେବେ ମା କୁ ଜୀବନରୁ ମାରୀ ନିଜେ ଆତ୍ମହତ୍ୟା କରିବ ବୋଲି ଧମକ ଦେଉଛି ! ଘଟଣା ସ୍ଥଳରେ ପିପିଲି ପୋଲିସ, sdpo,ଙ୍କ ସହ ସମସ୍ତେ ତାଙ୍କୁ କାବୁ କରିବା ପାଇଁ ଉଦ୍ୟମ ଜାରୀ ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି ବୋଲି ସରପଞ୍ଚ ସୂଚନା ଦେଇଛନ୍ତି !

Related Posts

About The Author

Add Comment