ଚାନ୍ଦବାଲି ବ୍ଲକରେ ଭତ୍ତା ବଣ୍ଟନ କଲେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ।ଚାନ୍ଦବାଲି କୁ ଏକ ଅଚାନକ ପରିଦର୍ଶନ କରି ବ୍ଲକ ପରିସରରେ ଭତ୍ତା ବଣ୍ଟନ କରିଥଲେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ। ଏହି କାର୍ଯ୍ୟକ୍ରମ ରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା, ବିଡ଼ିଓ, ବ୍ଲକ ଅଧ୍ୟକ୍ଷ , ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟା ରେ ଆମ ସରକାର ଯାହା କହିଥିଲେ ତାହା ଆମେ କରିଛୁ ବୋଲି ଦୃଢ ତାର ସହ ପ୍ରକାଶ କରିଥିଲେ। ଏଣିକି ବୃଦ୍ଧ ଓ ବୃଦ୍ଧା ତାଙ୍କର ଭତ୍ତା ଟଙ୍କା ଠିକ୍ ସମୟରେ ପାଇବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ ସନ୍ଧାନ।
ଚାନ୍ଦବାଲିରେ ଭତ୍ତା ବଣ୍ଟନ କଲେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ।
|
November 19, 2026 |



