ପଦ୍ମପୁର : ୨୪/୭/୨୬ (ସନ୍ଧାନ ନ୍ୟୁଜ) ନର୍ସିଂହନାଥରୁ ଗୁପ୍ତେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବହୁତ ସୋଚନୀୟ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଖାଦଖମାରେ ଭରିଯାଇଥିବାରୁ ଯାତାୟାତରେ ସାଧାରଣ ଲୋକ ଓ ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନରେ ରାସ୍ତାରେ ପାଣି ଜମି ଦୁର୍ଘଟଣାର ଆଶଙ୍େ ଦୀର୍ଘଦିନ ଧରି ରାସ୍ତାର ମରାମତି ପାଇଁ ଦାବି କରୁଥିବା ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ସାକା ଆହୁରି ବଢ଼ିଯାଉଛି। ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ରାସ୍ତାର ମରାମତି ପାଇଁ ଦାବି କରୁଥିବା ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ସାଧାରଣରେ ଦାବି ଜୋର ଧରିଛି।
ନର୍ସିଂହନାଥ–ଗୁପ୍ତେଶ୍ୱର ରାସ୍ତାର ସୋଚନୀୟ ଅବସ୍ଥା, ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି
|
July 24, 2026 |



