ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ରେ ଯାଇଥିବା ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ନିଜ ଚାହା ବଗିଚା କୁ ନିମନ୍ତ୍ରଣ କରି ସାକ୍ଷାତ କଲେ ରାଜ୍ୟ ସଭା ସଭ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ ରାୟ। ଉଭୟ ଙ୍କ ମଧ୍ୟ ରେ ତିରିଶି ମିନିଟ୍ ଆଲୋଚନ ହୋଇ ଥିଲା। ଓଡିଶା ବାସୀ ଙ୍କ ହୃଦୟ ରେ ରହିବାକୁ ହେଲେ ତାଙ୍କର ପ୍ରତ୍ୟେକ ସମସ୍ୟା କୁ ଦୁର କରି ବାକୁ ହେବ ବୋଲି ସେ ଦିଲ୍ଲୀପ ରାୟ ଙ୍କୁ ପରାମର୍ଶ ଦେଇଥିଲେ। ଓଡିଶା ର ଗଜପତି ଓ ମହା ପ୍ରଭୁ ଜଗନ୍ନାଥଙ୍କ ଆଶିଷ ରୁ ଆଜି ଓଡିଶା ରେ ବିଜେପି ସରକାର। ମୁଁ ଓଡିଶା ର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନ ମନ୍ତ୍ରୀ କହିଥିଲେ। ଶ୍ରୀଯୁକ୍ତ ଦିଲ୍ଲୀପ ରାୟ ପ୍ରଧାନ ମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେଇ ବିଦାୟ ଦେଇଥିଲେ। ଭୁବନେଶ୍ୱର ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ସିଲିଗୁଡ଼ି ରେ ଥିବା ମେଫେୟାର ଚାହା ବଗିଚା ରେ ମୋଦୀ ଓ ଦିଲ୍ଲୀପ ରାୟ ଙ୍କ ସାକ୍ଷାତ
|
April 16, 2026 |



