ରାଜ୍ୟ ସଭା ନିର୍ବାଚନ।

Spread the love

ରାଜ୍ୟସଭା ନିର୍ବାଚନ କୁ ନେଇ ଏବେ ରାଜ୍ୟ ରାଜନୀତି ଏକ ଗୋଳ ମାଳିଆ ସ୍ଥିତି ଦେଇ ଗତି କରୁଛି। ବିଶେଷ କରି ଚତୁର୍ଥ ଆସନ ପାଇଁ ଶିଳ୍ପପତି ଶ୍ରୀଯୁକ୍ତ ଦିଲ୍ଲୀପ ରାୟ ସ୍ଵାଧୀନ ଭାବରେ ନାମାଙ୍କନ ପତ୍ର ଦାଖଲ କରି ଥିବାରୁ ଉଭୟ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ଛକପଞ୍ଝା ଆରମ୍ଭ ହୋଇ ଯାଇଛି। ଏବେ ଏଠାରେ ଗୋଟିଏ ପ୍ରଶ୍ନ ଶ୍ରୀଯୁକ୍ତ ଦିଲ୍ଲୀପ ରାୟ କେମିତି ସ୍ଵାଧୀନ ଭାବରେ ନାମାଙ୍କନ ପତ୍ର ଦାଖଲ କଲେ। ଏବେ ବି ସେ ବିଜେପି ନେତା। ତେଣୁ ସେ କାହିଁକି ସ୍ଵାଧୀନ ଭାବେ ପର୍ଥୀ ପତ୍ର ଦାଖଲ କଲେ। ଯଦି ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଥିଲେ ତେବେ ବିଜେପି ତାଙ୍କୁ ଦଳୀୟ ପ୍ରାର୍ଥୀ କଲାନି କାହିଁକି। ସ୍ଵାଧୀନ ଭାବେଲଢ଼ିବାକୁ କାହିଁକି ସୁଯୋଗଦ୍ଦେଇ ପୁଣି ବିଜେପି ର ସମର୍ଥନ ଘୋଷଣା କରାଯାଇଛି। ବାକି ରହିଲା କେଉଁ ଆଡ଼କୁ ଯିବ ରାଜ୍ୟ ସଭା ନିର୍ବାଚନ। ଭୁବନେଶ୍ୱର ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ news ଓଡ଼ିଆ

Related Posts

About The Author

Add Comment