ପ୍ରଥମ ଓଡ଼ିଆ ବିଶ୍ୱ ଭାଷା ଓଡ଼ିଆ ସମ୍ମୀଳନି  ଦିବସରେ ସଂଗ୍ରାମୀ ଏକାଡେମୀ ରେ ବନ୍ଦେ ଉତ୍କଳଜନନୀ ସଂଗୀତ ଗାନ

Spread the love

ଯାଜପୁର ସଦର, ୦୪/୦୨/୨୪(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଓଳାଶୁଣୀ ନିକଟ ବନ୍ଦରେଶ୍ୱର ଠାରେ ସଂଗ୍ରାମୀ ଏକାଡେମୀ ଦ୍ୱାରା ବନ୍ଦେ ଉତ୍କଳଜନନୀ ରାଜ୍ୟ ସଂଗୀତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମୀଳନି ରେ ସଂଗୀତ ଗାନ କରାଯାଇଥିଲା l ସଂଗ୍ରାମୀ ଏକାଡେମୀର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପୂବାର୍ଣ୍ଣ ସମୟରେ ଉତ୍କଳ ଜନନୀ ଗାନ କରିଥିଲେ l ଏଥିରେ ସହଯୋଗ କରିଥିଲେ ବରିଷ୍ଟ ଉପଦେଷ୍ଟା ଶ୍ରୀକାନ୍ତ ସାମଲ, ସୁଧୀରଞ୍ଜନ ସାମନ୍ତ ରାୟ, ସୁବ୍ରତ ସାମଲ, ସୁମନ୍ତ ମଲ୍ଲିକ, ସମେରେନ୍ଦ୍ର ସାମଲ, ରଶ୍ମିରଂଜନ ଦାସ, ଜୀବନ ସିଂ, ଚିତ୍ତରଞ୍ଜନ ଭୂଇଁଆ, ରଶ୍ମିରଂଜନ ସାମଲ ଓ ଶିଶିର ଦାସ ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment