ଯାଜପୁର(ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗୁପାଳ ଖଇରlବାଦ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ l ସୂଚନା ମୁତାବକ ସ୍କୁଲଘର ନିର୍ମାଣ କାମ ଚାଲୁ ଥିବାରୁ କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ଜରିପlଲ ତଳେ ପାଠ ପଢିବାକୁ ପଡୁଛି l ହେଲେ ଏଠି ପ୍ରଶ୍ନ ଉଠେ କୋମଳ ମତି ଶିଶୁ ମାନଙ୍କ ପଢିବା ନିମନ୍ତେ ସରକାର ଏତେ ପ୍ରକାର ଯୋଜନା କରିବାପରେ ମଧ୍ୟ ଏହାର ବ୍ୟତୀ କ୍ରମ ହେଲା କିପରି, ବର୍ଷା ଋତୁରେ, ଢ଼ୋ ଢ଼ୋ ବର୍ଷା, ଘଡ ଘଡି ବିଜୁଳିରେ ସାମାନ୍ୟ ଜାରିପାଲ ତଳେ ଦେଶର ଭବିଷତ୍ୱ ଶିଶୁ ମାନେ କେତେ ଦୂର ସୁରକ୍ଷିତ, ଏହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରେ l ଚାରି ପଟେ ଅପରିଷ୍କାର ହେତୁ ସାପ,ଅନ୍ୟାନ୍ୟ ହିଂସ୍ର ଜନ୍ତୁ ମାନଙ୍କର ଭୟ ମଧ୍ୟ ଅଛି l ତେବେ ଦେଖିବାକୁ ରହିଲା ସ୍ଥାନୀୟ ପ୍ରଶାସନ କେତେ ତତ୍ପର ହୋଉଛି ଏହି କୋମଳ ମତି ଶିଶୁଙ୍କ ପାଇଁ l
ବ୍ଲକ ଶିକ୍ଷାଧିକାରୀ ଏସି ଚାମ୍ବର ରେ ଛାତ୍ର ଛାତ୍ରୀ ଜରିପାଲ ତଳେ
|
August 5, 2023 |



