କରମଣ୍ଡଳ ଏକ୍ସପ୍ରେସ ଲାଇନଚୁତ୍ୟ, ୧୦ ମୃତ,୫୦ରୁ ଅଧିକ ଆହତ

Spread the love

ବାଲେଶ୍ଵର,୦୨/୦୬ (ସନ୍ଧାନ ନିଉଜ): ବଡ଼ ଧରଣର ରେଳ ଦୁର୍ଘଟଣା। ବାଲେଶ୍ୱର ବାହାନଗାରେ କରମଣ୍ଡଳ-ଚେନ୍ନାଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ଖବରରୁ ଜଣାପଡ଼ିଛି। ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଗୁରୁତର ଥିବା ପ୍ରାଥମିକ ଖବରରୁ ଜଣାପଡ଼ିଛି। ସନ୍ଧ୍ୟା ୬.୪୫ ସମୟରେ ବଡ଼ ଧରଣର ଏହି ରେଳ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାପାଳ ପହଂଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି।

Related Posts

About The Author

Add Comment