ସାଇ ଯମୁନା ପବ୍ଲିକେଶନ ଏବଂ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ଜଳଛତ୍ର

Spread the love

କଟକ(ସନ୍ଧାନ ନିଉଜ) : କଟକ ଚାନ୍ଦିନୀଚୌକ ସ୍ଥିତ ମା’ ଭଗବତୀ ମନ୍ଦିର ପରିସରରେ ସାଇ ଯମୁନା ପବ୍ଲିକେଶନ ଏବଂ ସଞ୍ଜିବନୀ ସେବା ଫାଉଣ୍ଡେସନର ମିଳିତ ଉଦ୍ୟମରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦହି ସରବତ ବଣ୍ଟନ  କରାଯାଇଛି l ଉକ୍ତ କାଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ କନିଷ୍ଠ ଯନ୍ତ୍ରୀ ଶିବାନୀ ଶଙ୍କର ବସ୍ତିଆ  ଉଦଘାଟନ କରଥିଲେ l ଏହି ସେବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଯୁବ କବି ସୌମ୍ୟ ରଞ୍ଜନ ଭୂୟାଁ ସମ୍ପାଦକ ପରିବେଶବିତ୍ ବିକ୍ରମ କେଶରୀ ନାଥ,ଯୁବ କବି ତ୍ରିନାଥ ମହାରଣା,ବିଶିଷ୍ଟ ପରିବେଶବିତ୍ ତଥା ଗବେଷକ ଡ଼କ୍ଟର ସାଗର ପ୍ରଧାନ,ବିଶ୍ୱଜିତ ଦାସ,ରାକେଶ ରାଉତ,ଆଦିତ୍ୟ ଗିରି  ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Related Posts

About The Author

Add Comment