ମୁସଲାନମାନସମ୍ପ୍ରଦାୟର ପକ୍ଷରୁ କୋରାଇ କିଲା ପଡ଼ିଆରେ ଇଫତାର ପାର୍ଟି ଏକାଠି ହେଲେ ହଜାର ହଜାର ହିନ୍ଦୁ ମୁସୁଲିମ୍,

Spread the love

କୋରାଇ/୨୧/୦୪/ସନ୍ଧାନ ନିଉଜ୍/ଆଜମିର ଆକାଶ) ବର୍ତ୍ତମାନ ମୁସଲମାନ ଭାଇ ମାନଙ୍କର ପବିତ୍ର ପର୍ବ ରମଜାନ ଚାଲିଥିବା ବେଳେ ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ କିଲ୍ଲା ପଡ଼ିଆ ଠାରେ ଆୟୋଜି ହୋଇଥିଲା ଇଫତାର ପାର୍ଟି ଏହି ଇଫତାର ପାର୍ଟିରେ ହିନ୍ଦୁ ସିକ ଇଫିତାର ଧର୍ମର ଲୋକେ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ଦେଇଛନ୍ତି ଭାଇଚାରାର ବାର୍ତା, କୋରାଇ ବ୍ଲକ୍ କିଲା ପଡ଼ିଆ ଠାରେ ଏପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ହିନ୍ଦୁ ମୁସିଲିମ୍ ଏଖାଠି ହୋଇ ଇଫିତାର ପାର୍ଟି କରିଛନ୍ତି। ଏଥିରେ ସାମିଲ ହୋଇଥିଲେ ରାଜ୍ୟ ମୋ କଲେଜ୍ ଅଦକ୍ଷ ଆକାଶ ଦାସ ନାୟକ ଓ ଅନେକ ଲୋକ ପ୍ରତିନିଧି, ଉପସ୍ଥିତ ଥିଲେ, ଭାଇଚାରାର ଏହି ମହାନ ଉତ୍ସବରେ ଜାତି ଧର୍ମ ଓ ଦଳ ମତ ନିର୍ବିଶଷରେ ସମସ୍ତେ ଏଖାଠିି ହୋଇ ବସି ଭୋଜନ କରିବାର ଦେଖିବାକୁ ମିଳିଥିଲା।

Related Posts

About The Author

Add Comment