ବ୍ରହ୍ମବରଦା ପଂଚାୟତର ସରପଂଚ ଶ୍ରୀମତୀ ଦେଓ ସମ୍ବର୍ଦ୍ଧିତ ହେଲେ

Spread the love

ଯାଜପୁର ସଦର, ୦୨ା୦୬: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ସରପଂଚ ଶ୍ରୀମତୀ ମମତା ପ୍ରିୟଦର୍ଶିନୀ ଦେଓ ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣ ଚରଣ ପ୍ରଧାନଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ସଭାରେ ବ୍ରହ୍ମବରଦାର ଲୋକ ପ୍ରତିନିଧି ସରପଂଚ ଶ୍ରୀମତୀ ମମତା ପ୍ରିୟଦର୍ଶିନୀ ଦେଓଙ୍କୁ ବରୀ ବିଧାୟୀକା ସୁନନ୍ଦା ଦାସ ଉପଢ଼ୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବାରୁ ବ୍ରହ୍ମବରଦାରେ ଖୁସିର ଲହରୀ ଖେଳିଯାଇଥିଲା । ପ୍ରଥମ ଥର କରି ମମତା ପାଦ ଦେଇଥିବା ବେଳେ, ରାଜ୍ୟ ସଭା ସାଂସଦ ସୁଲତା ଦେଓଙ୍କ ସମ୍ପର୍କିୟ ଅଟନ୍ତି । ଶ୍ରୀମତୀ ଦେଓଙ୍କୁ ବନ୍ଧଡିହ ବ୍ରହ୍ମବରଦା ପଂଚାୟତର ବିଜୁ ଜନତା ଦଳର କର୍ମି ନେତା ଶ୍ରୀମତୀ ଦେଓ ରାଜନିତୀରେ ସଫଳତା ସହିତ କାର୍ଯ୍ୟ କରନ୍ତୁ ବୋଲି ପଂଚାୟତ ବାସୀ ଶ୍ରୀମତୀ ଦେଓଙ୍କ ଉପରେ ଆଶା ରଖିଛନ୍ତି ।

Related Posts

About The Author

Add Comment