ଗଁଦିଆ/ ୦୬/୦୪/ସନ୍ଧାନ ନିଉଜ୍ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆଵ୍କକରେ ହାତୀ ଆକ୍ରମଣରେ ଯୁବକମ୍ରୂର୍ତ। ମ୍ରୂର୍ତଯୁବକଜଣକ ହେଉଛନ୍ତି। ଵାଵୁମଳିକଙ୍କପୁଅ, ରାଜେନ୍ଦ୍ରମଳିକ, ରାଜେନ୍ଦ୍ରମଳିକଙ୍କ ଘର, କରମୁଳପନ୍ଚାୟତର, ଆମ୍ବପଡା ଗ୍ରାମରେ, ସୂଚନାଥାଉକି ଦିନକୁଦିନ ଢେଙ୍କାନାଳଜିଲ୍ଲା ରେ ହାତୀମାନେ ଗାଁ ଗାଁରେ ପଶିଲୋକମାନଙ୍କୁ ଏଵଂ ଗାଇ, ମଇଁଷି ମାନଙ୍କୁ ମାରିଵାରେ ନଜିରିକୁ
ଆସୁଛି। କାହିଁକି ଏଭଳି ଦିନକୁଦିନ
ଏଭଳିପରିସ୍ଥିତି ଘଟୁଛି ବନବିଭାଗର
ଅପାରଗତାକୁ ଲୋକଲୋଚନକୁ ଆଣୁଛି। ସରକାର। ହାତୀଙ୍କ ଲାଗୀ ଏଲିଫ୍ୟାଣ୍ଟ ସ୍କ୍ୱାଡ ଗଠନକରି ଲକ୍ଷ୍ଯ ଲକ୍ଷ୍ୟ ଟଙ୍କା ଵ୍ୟୟକରୁଥିଲେ ମଧ୍ୟ ଵନଵିଭାଗରରେଥିଵା ଅଧିକାରି ଅଳ୍ପ କିଛି ଷ୍ଟାଫ ରଖି ସଵୁଅର୍ଥକୁ ଚଳୁକରିଦେଉଛନ୍ତି। ଜାହାଫଳରେ ଷ୍ଟାଫ ନଥିବାଫଳରେ କଡାକୁଡି ପଟ୍ରୋଲିଗଂ ନହେଵାଫଳରେ ହାତୀମାନେ ଜଗଂଲରେ ନରହି ଗାଁ ଗାଁ ପସି ମନୁଷ୍ୟ ଏବଂ ଗାଇଗୋରୁ ମାରୁଛନ୍ତି। ଜଦି ଆଗାମି ଦିନରେ ଏଭଳି ପରିସ୍ଥିତି ଉପୁଜେ ଵାଧ୍ୟହୋଇ
ଲୋକମାନେ ଆଇନିକୁ ହାତକୁନେଵେ ଵୋଲି ଖୋଲାଚେତାବନିଦେଇଛନ୍ତି ।