ଢେଙ୍କାନାଳ/୦୪/୦୧/ ମ୍ରୃର୍ତୁ କେମିତି କେତେବେଳେ ।ଆସେ କିଏବି କହିପାରେନି। ଚୂଆରେ ପଡିଯାଇ ଏକ ୫ଵର୍ଷର ଶିଶୁପୁତ୍ରର ମୃତ୍ୟୁ , ଏଭଳି ଏକ
ଦୁଃଖଦ ଖଵର ଘଟିଛି। ଢେଙ୍କାନାଳ ଜିଲ୍ଲାର, ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ। ନାଟି ତାର (ଟକୁଲଖଟୁଆ) ପିତା, ଶୁକାନ୍ତ ଖଟୁଆ, ମା, ସରସ୍ୱତୀ ଖଟୁଆ ଆଜିଦିନ ୯ ଟାସମୟରେ ଘରପାଖ
ରେ ଏକ ପାଣି ଚୂଆ ଥିବାବେଳେ ପିଲାଟି ଖେଳୁଥିବାବେଳେ ଗୋଡ଼ ଖସିଯାଇଥିଲା। କେହିନଥିବାବେଳେ
ପିଲାଟି ଚୂଆଭିତରେ ବୁଡି ଯାଇ ମ୍ରୃର୍ତୃ
ହୋଇଥିଲା। ପରେ ୨ରୁ ୩ଘଣ୍ଟା ଵିତି
ଗଲାପରେ। ଖୋଜାଖୋଜିଆରମ୍ବହେଵାରୁ। ଚୂଆଭିତରେ। ଟୁକୁଲୁର ମ୍ରୂର୍ତୂ ଶରୀର ଭାସିବାର ଦେଖିବାକୁ ମିଳିଲା।



