ଢେଙ୍କାନାଳ/୨୭/୧୨/ସନ୍ଧାନ ନିଉଜ୍/ ଆଜିବିଜୁଜନତାଦଳ ତରଫରୁ ୨୫ ଵର୍ଷଜନ୍ମ ଵାର୍ଷିକ ଢେଙ୍କାନାଳ ଜିଲ୍ଲା ଗଁଦିଆବ୍ଲକ ମିନି ଷ୍ଟାଡିୟମ ଠାରେ ପାଳନ କରାଯାଇଅଛି। ଏଥିରେ ମୂଖ୍ୟ ଅତିଥି
ଭାବେ ଢେଙ୍କାନାଳ ଜିଲ୍ଲାର ପର୍ଯଵେ
କ୍ଷକ। ବିଜୟ କୁମାର ନାୟକ ଉପସ୍ଥିତ ରହି ପ୍ରଦୀପ ପଜ୍ୱଳନ କରି
ଥିଲେ। ଏବଂ ବିଜୁ ଜୁବ ଜନତା ଦଳର ସଭାପତି, ପ୍ରଦିପ, ରାଉତ, ଵିଜୁ,ଜନତାଦଳ,ଗଁଦିଆର ସଭାପତି
ବିଶ୍ୱନାଥ, ଜେନା,ପୋରୁହ ଖୋଜ
ସରପଞ୍ଚ, ଶ୍ରୀମତି ଶୁଭଦର୍ଶୀନି ପରିଡା, ଗଁଦିଆ ବ୍ଲକର ଅଧଖ୍ୟା
ଶ୍ରୀମତୀ ଗୀତାଞ୍ଜଳି ଭୂୟାଁ ଵିଜୁ ଛାତ୍ର
ଜନତାଦଳର, ଜିଲ୍ଲା ସମ୍ପାଦକ ଵିଭୁତି
ଭୁଷଣ ପ୍ରଧାନ ଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ ମାନ୍ୟବର ମୂଖ୍ୟମନ୍ତ୍ରୀ ଠିକ 4ଟା ସମୟରେ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ଵାସୀଙ୍କୁ ଉଦ୍ ବୋଧନ ଦେଲେ। ଵିଜୁ ଜନତା ଦଳ କିଭଳି ଲୋକ।। ମାନଙ୍କ ସେବାରେ କାର୍ଯ୍ୟ କରୁଛି। ଏବଂ କାର୍ଯ୍ୟ କରିବ ଦଳର
ସମସ୍ତ ସଦସ୍ୟ ମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ଅଭିଭାଷଣ ରଖିଥିଲେ।



