ଯାଜପୁର, ୧୪/୦୮/୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ବିଜୁଜନତା ଦଳର ସରପଂଚ ବିଜୟ କୁମାର ଦାସ ରୋଗରେ ପଡ଼ିତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ବ୍ରହ୍ମବରଦା ପଂଚାୟତ ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦିପ ଦାସ, ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସ, ବିଜେଡି ସଙ୍ଗଠକ ଦେବେନ୍ଦ୍ରନାଥ ଦାସ, ଚିତ୍ତରଂଜନ ମହାନ୍ତି, ଗଣେଶ୍ୱର ସାହୁ, ବ୍ରହ୍ମବରଦା ସମିତି ସଭ୍ୟ ଅଟଳ ବିହାରୀ ଦାସ ଏବଂ ବ୍ରହ୍ମବରଦାର ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଏବଂ ସାମ୍ବାଦିକ ଶ୍ରୀ ଦାସଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ।
ବ୍ରହ୍ମବରଦା ସରପଂଚଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି
|
August 14, 2021 |
![](https://sandhannews.com/wp-content/uploads/2020/12/sandhan-222-730x430-1.jpg)