କେନ୍ଦୁଝର: ବୈତରଣୀରେ ବୁଡି ଜଣେ ମୃତ, ଜଣେ ନିଖୋଜ

Spread the love

କେନ୍ଦୁଝର, ୧୦/୯(ସନ୍ଧାନ ନିୟଜୁ: କେନ୍ଦୁଝର ଆନନ୍ଦପୁର ଠାରେ ବୈତରଣୀ ନଦୀରେ ଦୁଇଜଣ ବାଳିକା ବୁଡି ଯାଇଛନ୍ତି। ଉଭୟ ଗୌଡଡିହାରେ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଉଭୟଙ୍କୁ ଖୋଜାଖୋଜି କରିବା ପରେ ଜଣଙ୍କ ମୃତଦେହ ପାଇଥିଲେ। ଅନ୍ୟ ଜଣେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ଜଣା ପଡିଛି।

Related Posts

About The Author

Add Comment