ଯାଜପୁର, ୧୫/୦୭ (ସନ୍ଧାନ ନିଉଜ) : ସରକାରୀ କାର୍ଯ୍ୟରେ ଅବହେଳା କାରଣରୁ ବରୀ ବ୍ଳକର ରତଳାଙ୍ଗ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସହଦେବ ବେହେରାଙ୍କୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କ ଆଦେଶରେ କାର୍ଯ୍ୟରୁ ନିଲମ୍ୱନ କରାଯାଇଚ୍ଥି । ଓଡିଶା ପ୍ରଶାସନିକ ଆଇନ (ସି.ସି.ଏ.) ୧୯୬୨ ରୁଲ ୧୨ ଅନୁଯାୟୀ ଶ୍ରୀ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ନିଲମ୍ୱନ ସମୟରେ ଜିଲ୍ଳ୍ା ପଞ୍ଚାୟତ କାର୍ଯ୍ୟାଳୟକୁ ତାଙ୍କର ହେଡକ୍ୱାର୍ଟର ଧାର୍ଯ୍ୟ କରାଯାଇଚ୍ଥି ବୋଲି ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି ।
ତାଜା ଖବର
- Odisha Unveils 39,382 Crore Industrial Projects, Eyes 42,500 Jobs
- ହଜିଯାଉଛି ଘରଚଟିଆ, ହଜୁଛି ପ୍ରକୃତିର ମଧୁର ସ୍ୱର
- Akshaya Mohanty: The Timeless Voice of Odisha Remembering Khoka Bhai on His Birth Anniversary
- ଅକ୍ଷୟ ମହାନ୍ତି : ଓଡ଼ିଆ ସଙ୍ଗୀତର ଅମ୍ଳାନ ମହକ ଜନ୍ମବାର୍ଷିକୀରେ ଖୋକା ଭାଇଙ୍କୁ ଶ୍ରଦ୍ଧାଞ୍ଜଳି
- ବାଲ୍ୟ ବିବାହ ରୋକିବା ସହ ବାଳିକାଙ୍କ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଯାଜପୁରରେ ଜିଲ୍ଲାସ୍ତରୀୟ ଜୁଭେଣ୍ଟିକା ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
- କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାରେ ଧୁମଧାମରେ ପାଳିତ ହେଲା ‘ନୂଆଖାଇ ଭେଟଘାଟ–୨୦୨୬’
- ଅଗ୍ନିକାଣ୍ଡ ଘଟିବାରୁ ଜଣେ ମୃତ ଓ ୩ ଜଣଙ୍କ ଅବସ୍ଥା ଗୁରୁତର
- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯାଜପୁର ଜିଲ୍ଲାରୁ ୧୪୨ ତୀର୍ଥଯାତ୍ରୀଙ୍କ ବାରଣାସୀ-ଅଯୋଧ୍ୟା ଯାତ୍ରାର ଶୁଭାରମ୍ଭ
- ବରିଷ୍ଟ କଂଗ୍ରେସ୍ କର୍ମୀ ସୁନାକର ସାମଲ ଙ୍କ ବିୟୋଗରେ ଶୋକ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ



