Homeଜିଲ୍ଲା ପରିକ୍ରମାମୟୁରଭଞ୍ଜ2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Manas Kumar Rout | June 17, 2020 | Spread the love ଭୁବନେଶ୍ୱର, ୧୭/୦୬ (ସନ୍ଧାନ ନିଉଜ) ଲଦାଖ ସୀମାରେ ଶହିଦ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଯବାନଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । Related Posts ୭ ଟି ଜିଲ୍ଲାକୁ ସତର୍କ ସୂଚନା June 24, 2018 | Santosh Rout | ଅଧିକ ପଢନ୍ତୁ ଚଣ୍ଡିଖୋଲ ଆର.ଟି.ଓ ଅଫିସ ନିକଟ ଉଛେଦ ପ୍ରକ୍ରିୟାରେ ପ୍ରଶାସନର ପକ୍ଷପାତିତା ନେଇ ଅଭିଯୋଗ October 13, 2019 | Sandhan News | ଅଧିକ ପଢନ୍ତୁ ଅବହେଳିତ ଅବସ୍ଥାରେ ଝରାଡିହି ପ୍ରାଣୀ ଚିକିତ୍ସା କେନ୍ଦ୍ର August 10, 2020 | Sandhan office news | ଅଧିକ ପଢନ୍ତୁ କରମଣ୍ଡଳ ଏକ୍ସପ୍ରେସର ଜେନେରାଲ ବଗିରୁ ମୃତ ଦେହ ଉଦ୍ଧାର November 10, 2019 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଚଣ୍ଡିଖୋଲ ଆର.ଟି.ଓ ଅଫିସ ନିକଟ ଉଛେଦ ପ୍ରକ୍ରିୟାରେ ପ୍ରଶାସନର ପକ୍ଷପାତିତା ନେଇ ଅଭିଯୋଗ October 13, 2019 | Sandhan News | ଅଧିକ ପଢନ୍ତୁ