କେମିକାଲ୍ ଫ୍ୟାକ୍ଟ୍ରୀରେ ବଏଲର ବିସ୍ଫୋରଣ ଘଟଣା

Spread the love

ଭରୁଚ/ଗୁଜରାଟ , ୦୩/୦୬/୨୦ (ସନ୍ଧାନ ନିଉଜ) : ଗୁଜୁରାଟର ଦହେଜ୍ ରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରୀରେ ବଏଲର ବିସ୍ଫୋରଣ ଘଟିବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛଛି ଏବଂ ୪୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ତେବେ କେଉ କାରଣରୁ ଏବି ବିଷ୍ପୋରଣ ଘଟିଲା ତାହାର ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related Posts

About The Author

Add Comment