ରସୁଲପୁର, ୧୬/୦୩/୨୦୨୦ (ସନ୍ଧାନ ନିୟୁଜ) ଆଜି ସକାଳ ସମୟରେ ବାରବାଟୀ ବଜାର ନିକଟରେ ଜଣେ ଶ୍ରମିକଙ୍କ ଉପରେ ଗାଡି ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଚିତ୍ରକୂଳ ଗ୍ରାମର ସମୀର ନାୟକ ବାରବାଟୀ ବଜାରରେପରିବା ଗାଡି ଗୁଡିକରେ ଲୋଡ ଓଲଡ କରିଥାନ୍ତି । ଆଜି ସାକଳୁ କାମ ସାରି ରାସ୍ତା ପାର ହେଉଥିବା ବେଳେ ବିପକ୍ଷ ପଟରୁ ଆସୁଥିବା ଏକ ଦୃତଗାମୀ ଗାଡି ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହିତ ତଦନ୍ତ ଚଳାଇଛି । ଦୃର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲେକେ ରାସ୍ତା ଅବରୋଧ କରିଥିଲେ ।
ତାଜା ଖବର
- ପ୍ରେମ ପରେ ପ୍ରତାରଣା: ଗର୍ଭବତୀ ପତ୍ନୀ ଓ ଅଢ଼େଇ ବର୍ଷର ଛୁଆକୁ ଷ୍ଟେସନରେ ଛାଡ଼ି ସ୍ୱାମୀ ଫେରାର, ନ୍ୟାୟ ପାଇଁ ଧାରଣା
- ପଶ୍ଚିମବଙ୍ଗ ରେ ମମତା ଙ୍କ ଅହଂକାର ତୃଣମୂଳ କଂଗ୍ରେସ ର ପତନ ର କାରଣ ହେଲା।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଭାରତୀୟ ସେନା ବାହିନୀ ରୁ ଅବସର ଗ୍ରହଣ କଲେ ଗୌରାଙ୍ଗ ଚରଣ ସାହୁ।
- ଜୟନ୍ତରା ପଞ୍ଚାୟତରେ ଦହିବରା ଖାଇ ୫0 ରୁ ଉର୍ଦ୍ଧ ଲୋକେ ଆକ୍ରାନ୍ତଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଛନ୍ତି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୭0 ବର୍ଷୀୟl ବୃଦ୍ଧାଙ୍କ ମୃତ୍ୟୁ
- ୩୬ ବର୍ଷର ଶିକ୍ଷକତା ଜୀବନରେ ପୂର୍ଣଚ୍ଛେଦ: ଅବସର ନେଲେ ଭୋଟକା ହାଇସ୍କୁଲର ପ୍ରିୟ ଶିକ୍ଷକ ସୁରେଶ ଚନ୍ଦ୍ର କର
- ଥାଲକୁଡ଼ି କଲ୍ୟାଣ ଆଶ୍ରମର ୫୮ ତମ ବାର୍ଷିକ ମହୋତ୍ସବ ଉଦଯାପିତ
- ମଙ୍ଗଳପୁର ଠାରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ
- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ହିମାଂଶୁ ପଣ୍ଡା ପ୍ରଥମ
- ଜୟ ମା ମଙ୍ଗଳା ମନ୍ଦିରର ୧୨ ତମ ଜନ୍ମ ବାର୍ଷିକ ଉତ୍ସବ



