ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ 

Spread the love
ରାଉରକେଲା, ୧/୨/୨୦ (ସନ୍ଧାନ ନିଉଜ) : ଦରମା ନିର୍ଦ୍ଧାରଣ ସହିତ ବିଭିନ୍ନ ଦାବି ନେଇ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଦିଆଯାଇଛି । ଏହା ପ୍ରଭାବରେ ରାଉରକେଲା ସହିତ ସମ୍ପୂର୍ଣ୍ଣ ଜିଲ୍ଲାରେ ବ୍ୟାଙ୍କ କାରବାର ବନ୍ଦ ରହିଛି । ଏଥିପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସହରର ବିଶ୍ରା ଛକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବ୍ୟାନର ତଳେ ବ୍ୟାଙ୍କ କର୍ମଚାରୀ ମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନ ଦେଇ ଥିଲେ।

Related Posts

About The Author

Add Comment