ରାଉରକେଲା ୨୧ /୦୧/୨୦୨୦ (ସନ୍ଧାନ ନିଉଜ) : ରାଉରକେଲା ଉଦିତନଗର ଥାନାର ଖେତି ବସ୍ତି ଅଞ୍ଚଳରେ ଭୃଣ ହତ୍ୟାର ଏକ ମାମଲା ସାମ୍ନାକୁ ଆସିଛି। ଏକ 6 ମାସର ଭୃଣ ଫିଙ୍ଗା ଯାଇଥିବା ଦେଖିବା ପରେ ଲୋକ ପୋଲିସକୁ ସୂଚନା ଦେଇଥିଲେ। ତେବେ ଅବୈଧ ସନ୍ତାନ କାରଣରୁ ଏପରି କନ୍ୟାଭୃଣକୁ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି