ଭିଜିଲାନ୍ସ  ଜାଲରେ ପ୍ରଧାନଶିକ୍ଷକ

Spread the love

ରାଉରକେଲା/ ନବରଙ୍ଗପୁର, ୬/୧/୨୦୨୦ (ସନ୍ଧାନ ନିୟୁଜ) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରଧାନଶିକ୍ଷକଙ୍କ ଘର ସମେତ ୫ଟି ସ୍ଥାନରେ ଚାଲିଛି ରେଡ୍‌। ରଞ୍ଜିତ ପାଣିଗ୍ରାହୀଙ୍କ ରାଇଘରରେ ଥିବା ୩ଟି ବାସଭବନ, ଦୋକାନଗୃହ ସହ ସ୍କୁଲରେ ଭିଜିଲାନ୍ସର ୩୦ ଜଣ ସଦସ୍ୟ ୫ଟି ଟିମ୍‌ ଚଢାଉ ଜାରି ରଖିଛନ୍ତି।

Related Posts

About The Author

Add Comment