ଇଣ୍ଡୋନେସିଆ, ୧୩/୧୧ (ସନ୍ଧାନ ନିଉଜ) : ଇଣ୍ଡୋନେସିଆର ମେଦାନରେ ଥିବା ଏକ ପୁଲିସ ଷ୍ଟେସନ ବାହାରେ ବୁଧବାର ସକାଳ ସମୟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଆତ୍ମଘାତୀ ନିଜକୁ ବୋମାରେ ବିସ୍ପୋରଣ କରିଥିବା ଜଣାପଡିଛି। ଏଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟ ଆକ୍ରମଣକାରୀମାନଙ୍କୁ ପୁଲିସ୍ ଖୋଜୁ ଥିବା ଜଣାପଡିଛି।
ପୁଲିସ ଷ୍ଟେସନ ବାହାରେ ଆତ୍ମଘାତୀ ବୋମା ବିସ୍ପୋରଣ
|
November 13, 2019 |



