ସ୍ମିତା ରାଣୀ ମୃତ୍ୟୁ ମାମଲା: ସିଲ୍ ହେଲା ରୁପେଶଙ୍କ ବ୍ୟକ୍ତିଗତ କାର୍ଯ୍ୟଳୟ

Spread the love

ଧର୍ମଶାଳା , ୨୫/୧୦(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗ୍ରାମ ସେବିକା ମୃତୁ୍ୟ ମାମଲା ଥମିବାରେ ନାଁ ଧରୁନି । ଏପରକି ତାଙ୍କର ମୃତୁ୍ୟ ହୋଇଥିବା ସରପଂଚଙ୍କ ସ୍ୱାମୀ ରୁପେଶଙ୍କ ବ୍ୟକ୍ତିଗତ ଘର ବେଆଇନ୍ ଭାବେ ହୋଇଥିବା ନେଇ ଚର୍ଚ୍ଚା ହେବା ପରେ ଜିଲ୍ଲାପାଳ ଏହା ଉପରେ ୧୪୪ ଧରା ଲଗାଇବା ସହିତ ଘରକୁ ସିଲ୍ କରିଛନ୍ତି । ଆଜି ସକାଳୁ ଧର୍ମଶାଳା ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ସହିତ ପୋଲିସ ଟିମ୍ ପଂହଚି ଘରକୁ ସିଲ କରିବା ସହିତ ନାଲି ପତକା ଲଗାଇଥିଲେ ।

Related Posts

About The Author

Add Comment