Homeଜିଲ୍ଲା ପରିକ୍ରମାବାଲେଶ୍ବରଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ ଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ Sandhan News | October 11, 2019 | Spread the love ବାଲେଶ୍ବର, ୧୧/୧୦ (ସନ୍ଧାନ ନିଉଜ) : ଲିଙ୍ଗ ନିରୂପଣ ଅଭିଯୋଗରେ ବାଲେଶ୍ବର ଜିଲା ସୋରରେ ଥିବା ଦୁଇଟି ନର୍ସିଂହୋମରେ ଚଢାଉ ହୋଇଛି। ଉପଜିଲାପାଳ ଏବଂ ସିଡିଏମଓ ଚଢ଼ାଉ କରି ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ ଜବତ କରାଯାଇଛି। ଏହା ସହ ଉଭୟ ନର୍ସିଂହୋମକୁ ସିଲ୍ କରାଯାଇଛି। Related Posts ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ December 18, 2020 | 2005lindadavis1989 | ଅଧିକ ପଢନ୍ତୁ ରାସନ୍ କାର୍ଡ ରୁ ବଞ୍ଚିତ ପରିବାରଙ୍କୁ ରାସନ ସାମଗ୍ରୀ ବଣ୍ଟନ April 22, 2020 | Manas Kumar Rout | ଅଧିକ ପଢନ୍ତୁ କ୍ଷତି ପୂରଣ ଦାବିରେ ଶବ ରଖି ଧାରଣା December 27, 2020 | 2005lindadavis1989 | ଅଧିକ ପଢନ୍ତୁ ବିହାରରୁ ପଳାଇ ଆସିଥିବା ପ୍ରେମୀ ଯୁଗଳ ଉଦ୍ଧାର January 3, 2021 | 2005lindadavis1989 | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.