Homeଜିଲ୍ଲା ପରିକ୍ରମାକଟକକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଆକାଶ ମାର୍ଗରୁ ମହାବାତ୍ୟା ଫନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ Manas Kumar Rout | May 5, 2019 | Spread the love ଭୁବନେଶ୍ୱର,୫/୫ (ସନ୍ଧାନ ନିୟୁଜ) ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା ଏବଂ ଫନି ତାଣ୍ଡବ ରଚିଥିବା ଅଞ୍ଚଳକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନିଜ ଟ୍ୱିଟର ପେଜରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। Related Posts କୁଣ୍ଡୁକେଲା ଛକ ନିକଟରେ ଦୁର୍ଘଟଣା,ବାଇକ ଆରୋହୀଙ୍କ ମୃତ୍ୟୁ June 28, 2021 | Sandhan News | ଅଧିକ ପଢନ୍ତୁ ଏମ୍ସରେ ପହଞ୍ଚିଲେ ଶୀତଲ, ଡାକ୍ତରଙ୍କ ସହ ଆଲୋଚନା କଲେ ବିଧାୟକ June 24, 2019 | Manas Kumar Rout | ଅଧିକ ପଢନ୍ତୁ ଆଜିର ରାଶିଫଳ January 8, 2021 | 2005lindadavis1989 | ଅଧିକ ପଢନ୍ତୁ ଜୁନ୍ ୧୮ରେ କୋଭିଡ-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ June 16, 2021 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଜୁନ୍ ୧୮ରେ କୋଭିଡ-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ June 16, 2021 | Sandhan News | ଅଧିକ ପଢନ୍ତୁ