Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ Santosh Rout | May 31, 2018 | Spread the love16 16Shares ମୟୁରଭଞ୍ଜ, (ସନ୍ଧାନ ନିୟୁଜ୍)- ୪ହଜାରଟଙ୍କା ଲାଞ୍ଚନେବାବେଳେ ମୟୁରଭଞ୍ଜ ଭିଜିଲାନ୍ସ ହାତରେ ଧରାପଡିଲେ ମୋରଡ଼ାବ୍ଲକ ଦୁର୍ଗାପୁର ପଞ୍ଚାୟତର ଜିପିଟିଏ ଜିପିଟିଏ ରାଜଶ୍ରୀ ସାହୁ। ଠିକାଦାର ଅମରେଶ ବେହେରାଙ୍କ ଠାରୁ ଗାର୍ଡଵାଲ କାମର ବିଲ କରିବା ପାଇଁ ସାତ ହଜାର ଟଙ୍କା ମାଗି ଥିଲେ। ଉକ୍ତ ଘଟଣା ସମ୍ପର୍କରେ ସେ ମୟୁରଭଞ୍ଜ ଭିଜିଲାନ୍ସ ଟିମ ସହିତ ଯୋଗାଯୋଗ କରି ଥିଲେ। ଆଜି ଦିନ ୧୨.୫୦ ମି ସମୟରେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। 16Shares Related Posts ତିହିଡି ବଜାର ରେ ବିଳମ୍ବିତ ରାତିରେ ଦୁର୍ଘଟଣା November 3, 2020 | Manas Kumar Rout | ଅଧିକ ପଢନ୍ତୁ ବାଂଟିଜଙ୍ଗାରେ ଅଗ୍ନିକାଣ୍ଡରେ ୨ଭଖରା ପାଉଁଶ April 5, 2020 | Manas Kumar Rout | ଅଧିକ ପଢନ୍ତୁ ୧୨ରୁ ଖୋଲିବ ଆନନ୍ଦ ବଜାର, ୨ରେ ପତର ପକାଇ ଅବଢା ଖାଇବେ ଭକ୍ତ February 11, 2021 | 2005lindadavis1989 | ଅଧିକ ପଢନ୍ତୁ ଅତଗୁରୁ କୋଲ ଲାକ ବୋଦ୍ରା ଥିଲେ “ହୋ ସମାଜର ଲିପି ସ୍ରଷ୍ଟା” September 21, 2019 | Manas Kumar Rout | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
୧୨ରୁ ଖୋଲିବ ଆନନ୍ଦ ବଜାର, ୨ରେ ପତର ପକାଇ ଅବଢା ଖାଇବେ ଭକ୍ତ February 11, 2021 | 2005lindadavis1989 | ଅଧିକ ପଢନ୍ତୁ
ଅତଗୁରୁ କୋଲ ଲାକ ବୋଦ୍ରା ଥିଲେ “ହୋ ସମାଜର ଲିପି ସ୍ରଷ୍ଟା” September 21, 2019 | Manas Kumar Rout | ଅଧିକ ପଢନ୍ତୁ