Homeଜିଲ୍ଲା ପରିକ୍ରମାମୟୁରଭଞ୍ଜ2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Manas Kumar Rout | June 17, 2020 | Spread the love ଭୁବନେଶ୍ୱର, ୧୭/୦୬ (ସନ୍ଧାନ ନିଉଜ) ଲଦାଖ ସୀମାରେ ଶହିଦ 2 ଓଡିଆ ଯବାନଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଯବାନଙ୍କ ପରିବାର ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଡିରୁ 25 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । Related Posts ୭.୫ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ April 1, 2019 | Manas Kumar Rout | ଅଧିକ ପଢନ୍ତୁ ଶ୍ରମିକ ମଞ୍ଚ କୁ ବଦନାମ କରିବା ପାଇଁ ଥିଲା ଷଡ଼ଯନ୍ତ୍ର, ଥାନାରେ ଅଭିଯୋଗ May 13, 2021 | Sandhan News | ଅଧିକ ପଢନ୍ତୁ ମନବାଂଚା ପୂର୍ଣ୍ଣ କରୁଛି ବଡବାଲିକୁଦର ବାଂଚାନିମି ମଠ February 11, 2020 | Manas Kumar Rout | ଅଧିକ ପଢନ୍ତୁ ଜାନୁଆରିରୁ ଗାଡ଼ି ବୀମା ବୋଝ କମିବ December 13, 2018 | Santosh Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଶ୍ରମିକ ମଞ୍ଚ କୁ ବଦନାମ କରିବା ପାଇଁ ଥିଲା ଷଡ଼ଯନ୍ତ୍ର, ଥାନାରେ ଅଭିଯୋଗ May 13, 2021 | Sandhan News | ଅଧିକ ପଢନ୍ତୁ