ଲକ୍‌ଡାଉନରେ ହେଲା ବାହାଘର

Spread the love
  •  
  •  
  •  
  •  
  •  

ନୂଆଦିଲ୍ଲୀ, ୨୮/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): କରୋନା ଭାଇରସ୍ ପାଇଁ ଏବେ ସାରା ଦେଶ ଲକ୍‌ଡାଉନ୍। କେହି କୁଆଡେ ଯାଇପାରିବେନି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏବେ ସମସ୍ତେ ସଚେତନ। କିନ୍ତୁ ଏଭଳି ପରିସ୍ଥିତିରେ ବି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଉତ୍ତରପ୍ରଦେଶର ଜଣେ ଯୁବକ।ସମସ୍ତ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବ୍ ସଚେତନତାର ସହ ସେମାନେ ବିବାହ କରିଛନ୍ତି। ଗୁରୁବାର ରାତିରେ ବର ବିବାହ ପୋଷାକ ପିନ୍ଧି ବାପାଙ୍କୁ ମୋଟରସାଇକେଲରେ ବସାଇ ନିଜର ଦୁଇଜଣ ବନ୍ଧୁଙ୍କ ସହ କନ୍ୟାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଅତିରୁ ଅତି କମ୍ ଲୋକଙ୍କ ଉପସ୍ଥିତିରେ ତାଙ୍କର ବିବାହ ସମ୍ପନ ହେଲା ପରେ ବର-କନ୍ୟାକୁ ବାଇକରେ ବସାଇ ତାଙ୍କ ଘରକୁ ନେଇ ଆସିଥିଲେ।

Related Posts

About The Author

Add Comment