ଧର୍ମଶାଳା,୮ା୧(ସନ୍ଧାନ ନିୟୁଜ): ଧର୍ମଶାଳା ବିଜୁ ଯୁବ ବାହିନୀ ପକ୍ଷରୁ ଆଜି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଯାଇଛି । ଯୁବ ସଂଗଠକ କ୍ଷିତିଶ ନାୟକଙ୍କ ନେତୃତ୍ୱରେ ଯୁବ ବାହିନୀ କର୍ମକର୍ତ୍ତାମାନେ ଜାରକା ଠାରେ ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ଶକ୍ତି ରଞ୍ଜନ ଦାସ, କ୍ରିଷ୍ଣା ମୋହନ ବିଶ୍ୱାଳ, ଲାବଣ୍ୟ କୁମାର ଜେନା, ପ୍ରଭାକର ବେହେରା, ସନ୍ତୋଷ କୁମାର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଯୁବ ବାହିନୀ ପକ୍ଷରୁ ବିଧାୟକଙ୍କୁ ଅଭିନନ୍ଦନ
|
January 8, 2020 |