ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁରରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବିତରଣ ଓ ଅନ୍ୟାନ୍ୟ ଉନ୍ନତମୂଳକ କାର୍ଯ୍ୟର ଶୁଭାରମ୍ଭ ପାଇଁ କୁଚିଣ୍ଡ। ଗସ୍ତରେ ଆସିଛନ୍ତି।

Spread the love

ସମ୍ବଲପୁର ତା ୨/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ମାଟ କାର୍ଡ ବାଣ୍ଟିବାକୁ ଓ ଅନ୍ୟାନ୍ୟ ଉନ୍ନତ ମୂଳକ କାର୍ଯ୍ୟକ୍ରମ ଏବଂ ଶିଳାନ୍ୟାସ ପାଇଁ କୁଚିଣ୍ଡା ଗସ୍ତରେ ଆସିଛନ୍ତି। ଏହାପରେ ଜିଲ୍ଲାପାଳକୁ ଭେଟି ଆଲୋଚନା କରିବାପରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ବିଜେପିର ଘୋର ବିରୋଧ ରହିଛି ତେଣୁ ବର୍ତ୍ତମାନ ସ୍ଥିତିରେ ପୋଲିସ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହୋଇଛି । ପୋଲିସ ସନ୍ଧ୍ୟାରୁ ହିଁ ବିଜେପି ନେତା ରବିନାରାୟଣ ନାୟକ ଓ ଅନ୍ୟ ନେତାକୁ ପୋଲିସ ଷ୍ଟେସନରେ ଅଟକ ରଖିଥିବା ଦେଖିବାକୁ ମିଳିଛି କିନ୍ତୁ ଅନ୍ୟ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଘୋର ବିରୋଧ କରିବା ସହିତ ନାରାବାଜି କରୁଥିବା ଦେଖାଯାଇଛି। ତାଙ୍କ କହିବା ଅନୁସାରେ ଏହା ଏକ ଭୋଟ ପାଇଁ ଥୋପ ଅଟେ ଭୋଟ ସରିଲେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ହେଉଛି।

Related Posts

About The Author

Add Comment