Homeଜିଲ୍ଲା ପରିକ୍ରମାକେନ୍ଦୁଝରମିଳୁନି ଆବାସ ଯୋଜନା : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ ମିଳୁନି ଆବାସ ଯୋଜନା : ଭଗ୍ନ ଛାଉଣୀ ତଳେ ରାତି ବିତାଉଛି ଶାନ୍ତନୁ ଓରାମ Manas Kumar Rout | June 9, 2018 | Spread the love କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ବାରମ୍ବାର ଗୁହାରୀ କଲେ ମଧ୍ୟ ମିଳୁନି ଆବାସ ଯୋଜନା ଗୃହ। ଚମ୍ପୁଆ ବ୍ଲକ କୋଦଗାଡିଆ ପଞ୍ଚାୟତର ଚିମିଳା ଗାଁର ଶାନ୍ତନୁ ଓରାମ ଘର ଖଣ୍ଡକ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ। ମୂଲ ମଜୁରୀ ଲାଗି ଘର ଚଳାଉଥିବା ଶାନ୍ତନୁ ପକ୍ଷରେ ଘର ମରାମତି କରବାର ସାମର୍ଥ୍ୟ ମଧ୍ୟ ନାହିଁ। ଅଧା ଛପର ଭାଙ୍ଗିଯାଇଥିବା ଘରର ଅବସ୍ଥା ଚଳିତ ବର୍ଷା ଦିନରେ କିପରି ରହିବ କହିହେବ ନାହିଁ। ଏପରି ସ୍ଥିତିରେ ଆଶଙ୍କାରେ ଶାନ୍ତନୁର ପରିବାର ଅନ୍ୟ ପଟେ ତାଲିକାରେ ନାମ ନାହିଁ କହି ଚୁପ ବସିଛନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ଦେଖିବାକୁ ବାକି ରହିଲା କେତେ ଦିନ ପରେ ଆସୁଛି ଶାନ୍ତନୁର ତାଲିକା କେବେ ମିଳିବ ତା କୁ ଆବାସ ଯୋଜନାରେ ଗୃହ। Related Posts ଭାରତୀୟ କର୍ମଜୀବୀ ମହିଳାଙ୍କର ସେକ୍ସ କଥା ପସନ୍ଦ March 11, 2020 | Manas Kumar Rout | ଅଧିକ ପଢନ୍ତୁ ୧୧ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ January 11, 2021 | 2005lindadavis1989 | ଅଧିକ ପଢନ୍ତୁ କବାଡି ପ୍ରତିଯୋଗୀତାର ବିଜୟୀ ଦଳକୁ ଦକ୍ଷିଣ କାଳୀ ଯୁବକ ସଂଘ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା November 22, 2023 | Hemanta Bhainsa | ଅଧିକ ପଢନ୍ତୁ ବିଜୁ ମହିଲା ଜନତା ଦଳର ପଞ୍ଚାୟତ ସ୍ତରୀୟ ଏକ ମହିଲା କର୍ମୀ ସମ୍ବିଳନୀ ଅନୁଷ୍ଠିତ September 11, 2023 | Hemanta Bhainsa | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
କବାଡି ପ୍ରତିଯୋଗୀତାର ବିଜୟୀ ଦଳକୁ ଦକ୍ଷିଣ କାଳୀ ଯୁବକ ସଂଘ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା November 22, 2023 | Hemanta Bhainsa | ଅଧିକ ପଢନ୍ତୁ
ବିଜୁ ମହିଲା ଜନତା ଦଳର ପଞ୍ଚାୟତ ସ୍ତରୀୟ ଏକ ମହିଲା କର୍ମୀ ସମ୍ବିଳନୀ ଅନୁଷ୍ଠିତ September 11, 2023 | Hemanta Bhainsa | ଅଧିକ ପଢନ୍ତୁ