ବିଜୁ ଛାତ୍ର ଯୁବ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Spread the love
ସୁନ୍ଦରଗଡ଼,୧୯/୦୭ (ସନ୍ଧାନ ନିଉଜ/ଶୁଭ୍ରାଂଶୁ ପଣ୍ଡା): ସୁନ୍ଦରଗଡ଼ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଜ଼ିଲ୍ଲାପାଳ ଙ୍କ ଅଫିସ ସାମ୍ନା ସଦଭାବନା ଭବନ ସଂମୁଖ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ବିଜୁ ଛାତ୍ର ଜନତା ଦଳ ର ଛାତ୍ର ଜୋନ ସଭାପତି ଶ୍ରୀ ବୈକୁଣ୍ଠ କୁମାର ନାଏକ ଙ୍କ ନେତୃତ୍ୱ ରେ ଗୋଟିଏ ବୃକ୍ଷ ଗୋଟିଏ ଜୀବନ ଆହ୍ୱାନ ରେ ବୃକ୍ଷ ରୋପଣ କରାଯାଇଛି !ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ସଭାପତି ତଥା ସ୍ୱତନ୍ତ୍ର ଉର୍ନୟନ ପରିଷଦ ର ଅଦକ୍ଷ ଶ୍ରୀ ବିନୟ ଟପ୍ପୋ ଓ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯୋଗେଶ ସିଂ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ! ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ପ୍ରକାର ର ବୃକ୍ଷ ରୋପଣ କରିଥିଲେ ! ଆଜି ର ଏହି ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ବରିଷ୍ଠ ନେତା ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ହରଜେନ୍ଦ୍ର ସିଂ ସୁନ୍ଦରଗଡ଼ ସଦର ବ୍ଲକ ପୂର୍ବତନ ଉପାଦକ୍ଷ ଜିତେନ୍ଦ୍ର କର,ଟାଉନ ସଭାପତି ସୁରେନ୍ଦ୍ର ଭିତ୍ରିଆ ,ସଦର ବ୍ଲକ ଉପାଦକ୍ଷ ଅଶ୍ୱିନୀ ନାଏକ,ହେମନ୍ତ ମେହେର,ବରିଷ୍ଠ ନେତା ସୁନୀଲ ମହାପାତ୍ର,ଦୀପକ ଉର୍ମା,ଛାତ୍ର ଜନତା ଦଳ ର ରାଜ୍ୟ ସମ୍ପାଦକ ଶିବାଜୀ ନାଏକ,ଜୋନ ଉପସଭାପତି ହେମନ୍ତ ପାଢ଼ୀ,ଜ଼ିଲ୍ଲା ଯୁବ ସାଧାରଣ ସମ୍ପାଦକ ମୁକେଶ ପୁରୋହିତ,ଜ଼ିଲ୍ଲା ସାଧାରଣ ସମ୍ପାଦକ ବିସ୍ମୟ ପଟ୍ଟନାୟକ,ଉପସଭାପତି ସୁବ୍ରତ ନାଏକ,କ୍ରାନ୍ତି ଦେବ ମହାରଣା,ଆଶିଷ ପଶାୟତ,ରୋଶନ ସାହୁ,ଯୁବ ନେତା ଅଜୟ ସାହୁ,ତାପସ ପଣ୍ଡା,ଧୀରଜ ପ୍ରସାଦ,ରବି ଜସ୍ବ!ଳ,ରାଧାମଧବ ପଣ୍ଡା,ସୌରଭ ନାଏକ,ରାଜେଶ ପାଢ଼ୀ,ପ୍ରକାଶ ସାହୁ,ସୁକୁମାର ପୁରୋହିତ,ଦେବ ମହାନ୍ତି,ସେହେବାଜ ହୁସେନ,ଦିନେଶ ଠାକୁର,ଅନିରୁଦ୍ଧ ସାହୁ,ଆଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ !

Related Posts

About The Author

Add Comment