Homeଜିଲ୍ଲା ପରିକ୍ରମାସମ୍ବଲପୁରବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲା ପାଲଙ୍କ ଦ୍ଵାରସ୍ତ ବଡ଼ପାଲ ଗ୍ରାମବାସୀ ଗ୍ରାମରେ ରାସ୍ତା ଓ ସ୍କୁଲ ପାଇଁ ଜିଲ୍ଲା ପାଲଙ୍କ ଦ୍ଵାରସ୍ତ Sundargada News | December 4, 2021 | Spread the love ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ଯୁଜୁମୁରା ବ୍ଲକ ଅନ୍ତର୍ଗତ ଗଡ଼ଲୋଇସିଂହ ପଞ୍ଚାୟତର ବଡ଼ପାଲ ଗ୍ରାମର ଗ୍ରାମବାସୀ ମାନେ ଗ୍ରାମରେ ବଡ଼ପାଲ ଛକରୁ ଗାଁକୁ ରାସ୍ତାଟିଏ ନାହିଁ ବୋଲି ଅଭିଯୋଗ କରିବା ସହିତ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଜିଲ୍ଲାପାଳ କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। Related Posts ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଏକ ଶିକ୍ଷକ ଅଭିଭାବକ ସଭା August 12, 2023 | Hemanta Bhainsa | ଅଧିକ ପଢନ୍ତୁ ବାପ ଛେଉଣ୍ଡ ପୁଅର ବଢ଼ୁଛି ଦୁଃଖ: ସାହା ପାଇଁ କେହି ନାହିଁ ? June 1, 2024 | Hemanta Bhainsa | ଅଧିକ ପଢନ୍ତୁ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ କଏଦୀଙ୍କ ମୃତ୍ୟୁ October 20, 2019 | Sandhan News | ଅଧିକ ପଢନ୍ତୁ ବିଜୁ ମହିଲା ଜନତା ଦଳର ପଞ୍ଚାୟତ ସ୍ତରୀୟ ଏକ ମହିଲା କର୍ମୀ ସମ୍ବିଳନୀ ଅନୁଷ୍ଠିତ September 11, 2023 | Hemanta Bhainsa | ଅଧିକ ପଢନ୍ତୁ About The Author sandhan@sundargada@news More From This Author Add Comment Cancel reply Save my name, email, and website in this browser for the next time I comment.
ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଏକ ଶିକ୍ଷକ ଅଭିଭାବକ ସଭା August 12, 2023 | Hemanta Bhainsa | ଅଧିକ ପଢନ୍ତୁ
ବିଜୁ ମହିଲା ଜନତା ଦଳର ପଞ୍ଚାୟତ ସ୍ତରୀୟ ଏକ ମହିଲା କର୍ମୀ ସମ୍ବିଳନୀ ଅନୁଷ୍ଠିତ September 11, 2023 | Hemanta Bhainsa | ଅଧିକ ପଢନ୍ତୁ