ପାରିବାରିକ କଳହକୁ କେନ୍ଦ୍ରକରି ନିଜର ଜନ୍ମ କଲା ମାକୁ ମାରି ଲହୁଲୁହାଣ କଲେ ପୁଅ ବୋହୁ

Spread the love

ଯାଜପୁର, ୧୧/୦୩ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ମାନପୁର ଗ୍ରାମରେ ଘଟିଛି ଏକ ଅମାନୁଷିକ ଘଟଣା, ଯାହାକି ଚର୍ଚ୍ଚାର ବିଷୟ ପାଲିଟିଛି  । ଘରେ ପାରିବାରିକ କଳହକୁ କେନ୍ଦ୍ରକରି ୭୮ ବର୍ଷର ନିଜର ଜନ୍ମ କଲା ମା କୁ ପୁଅ, ବୋହୂ, ନାତିନାତୁଣୀମାନେ ମାରି ରକ୍ତ ଲହୁଲୁହାଣ କରି ବାହାରେ ଫିଙ୍ଗି ଦେଇଥିବା ସୂଚନା ମୁତାବକ ଖବର ମିଳିଛି  ।

Related Posts

About The Author

Add Comment