Homeଆନ୍ତର୍ଜାତୀୟପାକିସ୍ତାନ ପରୀକ୍ଷଣ କଲା ମିସାଇଲ ଗଜନବୀ ପାକିସ୍ତାନ ପରୀକ୍ଷଣ କଲା ମିସାଇଲ ଗଜନବୀ Manas Kumar Rout | January 25, 2020 | Spread the love ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଗୁରୁବାର ଗଜନବୀ ନାମକ ଏକ ବାଲିଷ୍ଟିକ୍ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ କରିଥିବା ଦାବି କରିଛି। ଏହି ମିସାଇଲ ୨୯୦ କିମି ଦୂର ଯାଏଁ ଲକ୍ଷ୍ୟଭେଦ କରିପାରିବ। ପାକ୍ ସେନା କହିଛି ଊଭୟ ଦିନ ଓ ରାତିରେ ଏହି ମିସାଇଲର ବ୍ୟବହାର କରିବା ନେଇ ଅଭ୍ୟାସ କରାଯାଉଛି। Related Posts ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟଙ୍କ ଅବହେଳା ଖାଇବାକୁ ଅଟକିଲେ , ଶିଶୁର ଜୀବନ ଗଲା August 12, 2020 | Sandhan office news | ଅଧିକ ପଢନ୍ତୁ ପଦ୍ମଶ୍ରୀ ପୁରସ୍କାରକୁ ଗ୍ରହଣ କରିବାକୁ ମନା କଲେ ଗୀତା ମେହେଟ୍ଟା January 26, 2019 | Manas Kumar Rout | ଅଧିକ ପଢନ୍ତୁ ଜୁନ ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ June 4, 2022 | Sandhan News | ଅଧିକ ପଢନ୍ତୁ Youth Held For Impregnating Class VIII Girl Student In Odisha’s Rayagada January 11, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଆମ୍ବୁଲାନ୍ସ ଚାଳକ ଓ ଫାର୍ମାସିଷ୍ଟଙ୍କ ଅବହେଳା ଖାଇବାକୁ ଅଟକିଲେ , ଶିଶୁର ଜୀବନ ଗଲା August 12, 2020 | Sandhan office news | ଅଧିକ ପଢନ୍ତୁ
ପଦ୍ମଶ୍ରୀ ପୁରସ୍କାରକୁ ଗ୍ରହଣ କରିବାକୁ ମନା କଲେ ଗୀତା ମେହେଟ୍ଟା January 26, 2019 | Manas Kumar Rout | ଅଧିକ ପଢନ୍ତୁ
Youth Held For Impregnating Class VIII Girl Student In Odisha’s Rayagada January 11, 2021 | 2005lindadavis1989 | ଅଧିକ ପଢନ୍ତୁ