ବରଗଡ଼  ୧୧/୭/୨୬ (ସନ୍ଧାନ ନ୍ୟୁଜ )  ଶିକ୍ଷା ହୀ ଏକ ମାଧ୍ୟମ ଯାହା ଦ୍ୱାରା ମଣିଷ ଅନ୍ୟ ଜୀବ ଠାରୁ ଭିନ୍ନ , ଶିକ୍ଷା ବିବ୍ୟବସ୍ତ ରେ ଯେଉଁ ତ୍ରୁଟି ରହିଛି ତାକୁ ନେଇ ଆଜି ବରଗଡ଼ ରେ ବିଜେଡି ର ନିଆରା ପ୍ରତିବାଦ   ଝାଳ ମୁଢ଼ି, ସୁଖା ଝୁରି ଓ ନିମ୍ବୁ କୁ ବିକ୍ରି କରି ପ୍ରତିବାଦ କଲେ ବରଗଡ଼ ବିଜେଡି କର୍ମୀ ମାନେ
ତାଙ୍କର ମୁଖ୍ୟ ଦାବି ଗୁଡ଼ିକ
୧. ନୂତନ ଶିକ୍ଷା ବ୍ୟବସ୍ତ ରେ ହେଉ ତ୍ରୁଟି ରହିଛି ତାକୁ ସୁଧାର କରା ଯାଉ
   ୨.ରାଜ୍ୟ ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା
   ୩.ପୁସ୍ତକ ରେ ହେଉରାଜସ୍ଥାନୀ ନିମ୍ବୋଡା ଗୀତ ଏବଂ ଅନ୍ୟ ରାଜ୍ୟ ର ପରମ୍ପରା କୁ ନ ଲେଖା ଯାଇ ସେଥି ଆମ ରାଜ୍ୟ ର ଲୋକ କଳା ଏବଂ ଅନ୍ୟ ସବୁ ଶିକ୍ଷା ବିବ୍ୟସ୍ତ କୁ ଲେଖା ଯାଉ ବୋଲି ଆଜି ବରଗଡ଼ ଛତ୍ର ବିଜେଡି ଏବଂ ପ୍ରମୁଖ ବିଜେଡି ଦଳର ସଦସ୍ୟ ଏହି ପ୍ରତିବାଦ ରେ ସାମିଲ ହୋଇ ଥିଲେ ଏବଂ ନୂତନ ଶିକ୍ଷା ବ୍ୟବସ୍ଥା ରେ ପ୍ରିୟ ୨୦୦୦ ରୁ ଅଧିକ ତ୍ରୁଟି ଥିବା ଅଭିଯୋ ଆଣି ଜିଲ୍ଲା ପଲ୍ ଙ୍କ କାର୍ଯ୍ୟଲୟ ରେ ଲିଖିତ ଅଭିଯଗ ଦେଇଥିଲେ।  ଏହି ବିରାଟ ପ୍ରତିବାଦ ରେ ଆଜି ବିଜେଡି ର ବହୁ କର୍ମୀ ଉପସ୍ଥିତ ଥିଲେ… ବରଗଡ଼ ର ପୂର୍ବ ବିଧାୟକ ଶ୍ରୀ ଦେବେଶ କୁମାର ଆଚାର୍ଯ୍ୟ, ବିଜେପୁର ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ, ଅତାବିରା ପୂର୍ବ ତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବର୍ତ୍ତମାନ ପଦ୍ମପୁର ର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ସାମିଲ ଓ ଅନ୍ୟ କର୍ମୀ ମାନେ ସାମିଲ ହୋଇ ପ୍ରତିବାଦ କୁ ସମର୍ଥନ କରି ଥିଲେ